ଓଡିଶା

ଲୋକସଭା ନା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ମନ୍ମଥ ?

ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କେଉଁ ଆସନରୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ମନ୍ମଥଙ୍କୁ ଖୋର୍ଦ୍ଧା କିମ୍ବା ଜଟଣୀ ଆସନରୁ ବିଧାୟକ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଦଳ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ଅପରାଜିତାଙ୍କ ବିପକ୍ଷରେ ଠିଆ କରିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ତେବେ ରାଜନୈତିକ ପାଣିପାଗ ଯୁଆଡେ ଗଲେ ବି ଜଟଣୀରେ ସୁରଙ୍କ […]

ଓଡିଶା

ନାଇଜରରେ ଅନୁଷ୍ଠିତ ହେବ ଏମ୍ବୋ- ଆଇଏସ୍ ପିପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ…

ଜଟଣୀ, ୪/୧ (ପ୍ରଶାନ୍ତ କୁମାର ସାହୁ) : ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ନାଇଜରରେ ଅନୁଷ୍ଠିତ ହେବାକୁ ଯାଉଛି ଏମ୍ବୋ-ଆଇଏସ୍ ପିପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ । ଏହି ସମ୍ମିଳନୀ ଆସନ୍ତା ଜାନୁଆରୀ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପି ଏହି ସମ୍ମିଳନୀରେ ଗଛ ଉପରେ ଆଲୋକ ଓ ଉତାପର ପ୍ରଭାବ, ଆଲୋକର ବ୍ୟବହାରରେ ଉଦ୍ଭିଦ ତଥା କୃଷିର ଉନ୍ନତି ଯାହା କୃଷକ ମାନଙ୍କ ପାଇଁ ଉପାଦେୟ ହେବ, ସେଇ […]

ଓଡିଶା

ଜଟଣୀ ବାର ଆସୋସିଏସନକୁ ହରାଇ ଜଟଣୀ ପୌରପରିଷଦ ଏକାଦଶ ହାତେଇଲା କପ୍…

ଜଟଣୀ, ୪/୧୨ (ପ୍ରଶାନ୍ତ କୁମାର ସାହୁ) : ଜଟଣୀ ସହରର ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ଜଟଣୀ ମ୍ୟୁନିସିପାଲଟି ଏକାଦଶ, ଜଟଣୀ ମିଡିଆ ଆଇକନ ଏକାଦଶ, ଜଟଣୀ ବାର୍ ଆସୋସିଏସନ୍ ଏକାଦଶ ଏବଂ ଆୟୋଜକ ସମ୍ଭାବନା ପରିବାର ଅଂଶଗ୍ରହଣ କରିଥିଲେ । ସେମିଫାଇନାଲ ପର୍ଯ୍ୟନ୍ତ ୧୫ ଓ ୧୨ […]

ଓଡିଶା କ୍ରୀଡା

ଡିସେମ୍ବର ୩ ରେ ଅନୁଷ୍ଠିତ ହେବ ସମ୍ଭାବନା କ୍ରିକେଟ କପ୍

ଜଟଣୀ, ୨୯/୧୧ (ପ୍ରଶାନ୍ତ କୁମାର ସାହୁ) : ଜଟଣୀ ସହରର ଅନ୍ୟତମ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଡିସେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଂଟ । ସମ୍ଭାବନା ପରିବାର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଏକଦିବସୀୟ ଟେନିସ୍ ବଲ୍ ଟୁର୍ଣ୍ଣାମେଂଟ୍ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଛ ପାଖରେ ଥିବା ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ୧୫ ଓଭର ବିଶିଷ୍ଟ ମ୍ୟାଚ ଗୁଡିକ ନକ୍ଆଉଟ୍ ଆଧାରରେ ଅନୁଷ୍ଠିତ […]

ଓଡିଶା

ଜଟଣୀରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେପି

ଜଟଣୀ, ୨୬/୧୧ (ପ୍ରଶାନ୍ତ କୁମାର ସାହୁ) : ରାଜ୍ୟ ସରକାରଙ୍କ ୨୩ ବର୍ଷର ଦୁର୍ନୀତିକୁ ନେଇ ରାଜ୍ୟବ୍ୟାପୀ ଜନଆକ୍ରୋଶ ଆନେ୍ଦାଳନ ଜାରି ରଖିଛି ବିଜେପି । ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି ,ରାସନ କାର୍ଡ ଦୁର୍ନୀତି, ରାସ୍ତାଘାଟର ସମସ୍ୟା, ପାନୀୟ ଜଳ ସମସ୍ୟା ସହିତ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି । ଓଡିଶାରେ ଚାଲିଥିବା ଦୁର୍ନୀତିଖୋର, ଭ୍ରଷ୍ଟାଚାର ଓ କେଳେଙ୍କାରୀ ସରକାରଙ୍କୁ ପରିବର୍ତନ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଟଣୀ ବ୍ଲକ ଘେରାଉ […]

ଓଡିଶା

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଜଟଣୀ ୧୮/୧୧ (ପ୍ରଶାନ୍ତ କୁମାର ସାହୁ) : ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ପକ୍ଷରୁ ସ୍ଥାନୀୟ ବନମାଳି ଶତପଥୀ ପାଠାଗାର ପରିସରରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ସଭାରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଣମାଧ୍ୟମ ପ୍ରତିନିଧି ଉମାଶଙ୍କର ମିଶ୍ର ଯୋଗ ଦେଇଥିଲେ । ଜଣେ ସାମ୍ବାଦିକ ଏକ ଧାରରେ ଜଣେ ସ୍ୱେଚ୍ଛାସେବୀ, ଏଣୁ ପ୍ରତ୍ୟେକଙ୍କୁ ଜଣେ ଜଣେ ଯୋଦ୍ଧା ହୋଇ […]

ଓଡିଶା

ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ସହ ଧାରଣା ଦେଲେ କ୍ୟାପଟେନ୍ ମନ୍ମଥ ରାଉତରାୟ…

ଜଟଣୀ : ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ପାଇଁ ନୁହେଁ ନିର୍ବାଚନ କାମରେ ବ୍ୟସ୍ତ ସରକାରୀ ବାବୁ । ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଲାଗି ନାଗରିକ କମିଟି ତରଫରୁ ବିଗତ ଜୁନ ୨୬ ତାରିଖରେ ଜଟଣୀ ପୌର ପରିଷଦ ଅଧୀନରେ ବସବାସ କରୁଥିବା ରେଳବାଇ ଅଞ୍ଚଳର ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିଲା । ସେହି ସମୟରେ ତହସିଲଦାର ମହୋଦୟ […]

ଓଡିଶା

ଦହନଶୀଳ ପଦାର୍ଥ ନେଇ କରିପାରିବେନି ରେଳ ଯାତ୍ରା, ଲାଗିଲା କଟକଣା…

ଜଟଣୀ : ଦିପାବଳୀରେ ଆତସବାଜି, ଫୋଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଦହନଶୀଳ ପଦାର୍ଥ ପରିବହନ ଉପରେ କଡା ସଜାଗ ରହିବାକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଉଛି । ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳବାଇ ଅଧିକାରୀଙ୍କଦ୍ଵାରା ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ବିସ୍ଫୋରକ ସାମଗ୍ରୀର […]

ଓଡିଶା

ସେବା ମନୋଭାବ ହିଁ ମାନବ ସମାଜକୁ ଉନ୍ନତି କରାଏ…

ଜଟଣୀ : ୧୯୭୩ ମସିହାରେ ବରିଷ୍ଠ ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡଃ କମଲେଶ ଦିଦି ଜି ଉତ୍କଳ ଧରଣୀରେ ସର୍ବ ପ୍ରଥମେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନା କାର୍ଯ୍ୟରେ ଯେଉଁ ଆଧ୍ୟାତ୍ମିକ ସେବା ପ୍ରଦାନ କରିଥିଲେ ତାହାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜଟଣୀ ସ୍ଥିତ ଅଗ୍ରୱାଲ ଧର୍ମଶାଳା ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଭୁବନେଶ୍ବର ଅପରାଜିତା ଷଡଙ୍ଗୀ […]

ଓଡିଶା

ପାର୍କର ଉନ୍ନତି ନାମରେ ଦୁର୍ନୀତି ଅଭିଯୋଗ !

ଜଟଣୀ : କୁଆଡେ ଗଲା ସୁଖ ଶାନ୍ତି ପାର୍କ । ଶାସକ ଦଳର ପୌର ପ୍ରଶାସନର କଳା ଚାଦର ତଳେ ଲୁଚି ଗଲା କି ସୁଖ-ଶାନ୍ତି ପାର୍କ ? ଏ ପ୍ରଶ୍ନ ପଚାରିଛନ୍ତି ଜଟଣୀର ବୁଦ୍ଧିଜୀବୀ । ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ପୁନରୁଦ୍ଧାର ହୋଇଛି ସୁଖ-ଶାନ୍ତି ପାର୍କ । ହେଲେ ସୁଖ-ଶାନ୍ତି ପାର୍କ ଏବେ ବିଜୁ ପଟ୍ଟନାୟକ ପାର୍କ ନାମରେ ନାମିତ ହୋଇଛି । […]