ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଷଡଯନ୍ତ୍ର…
ହିନ୍ଦୋଳ : ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିଲା ଷଡଯନ୍ତ୍ର । ଘଟଣା ବାବଦରେ ସୁରାକ ପାଇବା ପରେ ଏବେ ଅଭିଯୋଗ କରିଛନ୍ତି ଉକ୍ତ ଚାଳଘରର ମୁଖ୍ୟ ବ୍ୟକ୍ତି । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ପଞ୍ଚାୟତ ଠେଙ୍ଗା ଗ୍ରାମର । ଏହି ଗ୍ରାମର ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ଅଞ୍ଜନା ବେହେରା । ହେଲେ ତାଙ୍କ ନାମ ଯୋଗ୍ୟ ହିତାଧିକାରୀ […]