ଓଡିଶା

ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝୁଛି ବିଜେଡି

ବିଜୁ ଜନତା ଦଳର ପଚିଶି ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପୁରା ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ବିଜୁ ଜନତା ଦଳର ପ୍ରତିନିଧି ଓ କର୍ମୀମାନେ ଜନସମ୍ପର୍କ ପଦଯାତ୍ରା କରି ଲୋକମାନଙ୍କ ନିକଟତର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର କୁସୁପଙ୍ଗା ମଙ୍ଗଳପୁର ଓ କମଳାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରାରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର […]