ବଡଦିଦିଙ୍କ ବିଦାୟ ସମ୍ବର୍ଦ୍ଧନାରେ ସମସ୍ତଙ୍କ ଆଖିରେ ଲୁହ
ନିଶ୍ଚିନ୍ତକୋଇଲି: ଜନାର୍ଦ୍ଦନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ନାୟକଙ୍କୁ ଏକ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜନାର୍ଦ୍ଦନପୁର ସରପଞ୍ଚ ବିଶ୍ୱଭୂଷଣ ନାୟକ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କଳମିଶ୍ରି ସରପଞ୍ଚ ଅନନ୍ତ କର, ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବପ୍ରସାଦ କର, ଅବସରପ୍ରାପ୍ତ ଏବିଓ ନଳିନୀକାନ୍ତ ମିଶ୍ର, ଶିକ୍ଷକ ସଙ୍ଘ ସମ୍ପାଦକ ଶାନ୍ତନୁ କୁମାର କର, ସମିତି ସଭ୍ୟ ରଞ୍ଜନ ବେହେରା, ପ୍ରାକ୍ତନ ପ୍ରଧାନ […]