ଓଡିଶା

ବେସାହାରା ନିଶାଗ୍ରସ୍ତ ଯୁବକଙ୍କ ସାହାଭରସା ସମାଜସେବୀ…

ଢେଙ୍କାନାଳ, (ସୁଜିତ୍ କୁମାର ବେହେରା) : ଯେଉଁଠି ପରିବାର ଲୋକ ହାର ମାନିଗଲେ, ସେଠାରେ ସହାୟ ହେଲେ ସମାଜସେବୀ । ଜଣେ ନିଶାଗ୍ରସ୍ତ ଯୁବକଙ୍କୁ କିଭଳି ବାଟକୁ ଅଣାଯିବ ତାର ବ୍ୟବସ୍ଥା ମଧ୍ୟ କରାଇଲେ । ବର୍ତମାନ ସମାଜରେ ନିଶା ଏକ ସାମାଜିକ ବ୍ୟଧି ହୋଇ ମୁଣ୍ଡ ଟେକିଛି । ଏପରିକି ନିଶାଗ୍ରସ୍ତ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ସମାଜକୁ ପଥଭ୍ରାନ୍ତ କରାଉଛନ୍ତି ।ସୂଚନା ଅନୁସାରେ, ମୋ ଗାଁ ମୋ ସମ୍ମାନ ଅଭିଯାନ […]