ଓଡିଶା

ପ୍ରତିମୂର୍ତ୍ତି ଉଚ୍ଛେଦକୁ ନେଇ ଜନଶୁଣାଣିରେ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ…

ଢେଙ୍କାନାଳ, ୧୩/୧୨ (ସୁଜିତ୍ କୁମାର ବେହେରା) : ବାଉଁଶ ପୋଖରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ଜନୈକ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କଲେ ବାଉଁଶପୋଖରୀ ଓ କନ୍ତାମିଲା ପଞ୍ଚାୟତର ଶତାଧିକ ଗ୍ରାମବାସୀ । ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏ ନେଇ ଏକ ଲିଖିତ ଅଭିଯୋଗ ଉପସ୍ଥାପିତ ହୋଇଛି । ପ୍ରଶାସନ ପକ୍ଷରୁ ଯଦି ଜିଲ୍ଲାପାଳ ଅଭିଯୋଗ ସମ୍ପର୍କରେ ଉପଯୁକ୍ତ ତଦନ୍ତ ନକରି […]