ଦେଶ ବିଦେଶ

ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ହେବେ ଓମାର ଅବଦୁଲ୍ଲା !

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି । ଉଭୟ ଦଳ ମିଳିତ ଭାବେ ୯୦ ବିଧାନସଭା ଆସନରୁ ପ୍ରାୟ ୪୯ ସିଟିରେ ଆଗୁଆ ରହିଛି । ଏଭଳି ସ୍ଥଳେ ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ମନ୍ତବ୍ୟ ଦେବା ସହିତ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ଘୋଷଣା କରିଛନ୍ତି […]