ଓଡିଶା ଟ୍ରେଣ୍ଟିଂ

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତି ଭୟଙ୍କର

ଜଳେଶ୍ୱର (ଚନ୍ଦନ ଅଣ୍ଡିଆ): ବିଜେଡିରେ ବଢୁଛି ଅସନ୍ତୋଷଙ୍କ ସଂଖ୍ୟା । ଯେତିକି ପୁରୁଣା ହେଉଛି ଦଳ ସେତିକି ବଢୁଛି ଗୋଷ୍ଠୀ କନ୍ଦଳ । ଧାମନଗରରେ ଅସନ୍ତୋଷଙ୍କ ପାଇଁ କିଭଳି ଦଳ ଧରାଶୟୀ ହୋଇଥିଲା ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ । ଆଉ ଏବେ ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି । କହିବାକୁ ଗଲେ ବିଜେଡିକୁ ଏବେ ଘାରିଛି ଶନିଦଶା । ଦଳରେ କର୍ମୀଙ୍କ ସଂଖ୍ୟା ବଢିବାରୁ ପୁରୁଣା ଲୋକଙ୍କୁ ଅଣଦେଖା ହେଉଥିବା […]