ଓଡିଶା

ହସ୍ପିଟାଲ ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ରୋଗୀ ହନ୍ତସନ୍ତ…

ବାଲେଶ୍ବର : ବର୍ଷାରେ ବେହାଲ ଜିକେ ଭଟ୍ଟର ହସ୍ପିଟାଲ । ହସ୍ପିଟାଲ ଭିତରେ ଲହଡି ମାରୁଛି ବର୍ଷା ପାଣି । ରୋଗୀ ସେବା ବାଧା ପ୍ରାପ୍ତ । ଲଘୁଚାପ କାରଣରୁ ଜଳେଶ୍ଵର ଅଞ୍ଚଳରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ପ୍ରବେଶ କରିଛି । ଡାକ୍ତରଖାନାର ସମସ୍ତ ବିଭାଗରେ ବର୍ଷା ପାଣି ପଶିଯାଇଥିବାବେଳେ ତଳ ମହଲା ସମ୍ପୂର୍ଣ୍ଣ […]