ଓଡିଶା

ମାଡିଗଲା ଟ୍ରେନ୍, ଚାଲିଗଲା ୩ ଜଣଙ୍କ ଜୀବନ

ଯାଜପୁର କୋରେଇରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହାତ ହୋଇଛନ୍ତି । ମୃତକମାନେ ହେଲେ ମାଆ-ଝିଅ ପାର୍ବତୀ ବିନ୍ଧାଣୀ ଓ କଣ୍ଢେଇ ବିନ୍ଧାଣୀ ଏବଂ ଅନ୍ୟ ଜଣେ ମହିଳା ଅବଜୁଲ ବିବି । ଆଜି ସକାଳେ ଭଦ୍ରକ-କପିଳାଶ ରୋଡ଼ କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଛି । ୫୪ଟି ବଗିରୁ ୮ଟି ବଗି ଲାଇନଚ୍ୟୁତ ହୋଇ ଫ୍ଲାଟଫର୍ମ […]

ଓଡିଶା

ଆଉ ନାହାନ୍ତି ନନ୍ଦ ସାର୍…

ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ନନ୍ଦ ସାର୍ । ଭୁବନେଶ୍ୱରର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ ନନ୍ଦ ସାର । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହେବା ନେଇ ସୂଚନା ଦେଇଛନ୍ତି ତାଙ୍କ ନାତି ଖଗେଶ୍ୱର ପୃଷ୍ଟି । ଆଜି ଦିନ ୧ଟା ୨୮ରେ ନନ୍ଦ ସାର୍‌ଙ୍କ ପରଲୋକ […]