ଓଡିଶା

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ରହିବେ ଉପ କାରାଗାର କର୍ମଚାରୀ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଉପ କାରାଗାରରେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କଲେ ଜେଲ୍ କର୍ମଚାରୀ । ସୂଚନା ଅନୁସାରେ, ଉପ କାରାଗାର କର୍ମଚାରୀ ଗତ ସେପ୍ଟେମ୍ବର ୧୩ ରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ରହିବେ । ସେହି ସମୟ ମଧ୍ୟରେ ଯଦି ସେମାନଙ୍କ ୫ ଦଫା ଦାବି ପୂରଣ ନ କରାଯାଏ ତେବେ ଆସନ୍ତା ୨୫ ରୁ ଉପ କାରାଗାର ସମ୍ମୁଖରେ କଳାବ୍ୟାଜ […]