ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ରୌପ୍ୟ ପଦକ…
ଜଗତସିଂହପୁର, ୧୪ ନଭେମ୍ବର : ଚଳିତବର୍ଷ ୩୩ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଗୋଆରେ ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ଖୋ ଖୋ ଦଳ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ୫ ଜଣ ଖେଳାଳି ଭାଗ ନେଇଥିଲେ । ପୁରୁଷ ଦଳରେ ଦେବେନ୍ଦ୍ର ନାଥ, ନିରଞ୍ଜନ ସାମଲ ଓ ମହିଳା ଦଳରେ ସସ୍ମିତା ନାଥଶର୍ମା, ମଧୁସ୍ମିତା ଓଝା, ସ୍ମରଣିକା ସାହୁ ଅଂଶ ଗ୍ରହଣ କରିଥିଲେ । ଉଭୟ ଦଳ ରନର୍ସ […]