ଓଡିଶା

ଲୋକଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଠିତ ହେଲା ଗ୍ରାମାଞ୍ଚଳ ସୁପର ମିନାବଜାର

ଜଗତସିଂହପୁର, ୧୨/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ମୁଳିସିଂହ ହାଇସ୍କୁଲ ପଡିଆ ଠାରେ ଗ୍ରାମାଞ୍ଚଳ ସୁପର ମିନାବଜାର ଉଦଘାଟିତ ହୋଇଯାଇଛି । ମିନାବଜାର ଆୟୋଜକ ପ୍ରଶାନ୍ତ କୁମାରଙ୍କ ନେତୃତ୍ୱରେ ପ୍ରତିବର୍ଷ ଏହି ମିନାବଜାର ଅନୁଷ୍ଠିତ ହୋଇ ଆସୁଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକର ଜିଲ୍ଲା ପରିଷଦ ସୁଶୀଲ କୁମାର ଓ ସ୍ଥାନୀୟ ସରପଞ୍ଚ ସଫିଆ ଆଜାମଙ୍କ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ମିନାବଜାରକୁ ଉଦଘାଟନ […]

ଓଡିଶା

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ପାଳିତ

ଜଗତସିଂହପୁର, ୧୧/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ସତସଙ୍ଗ ବିହାର ପକ୍ଷରୁ ନବକୃଷ୍ଣ ଷ୍ଟାଡିୟମ ପରିସରରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ବଡଦାଙ୍କର ଜଗତସିଂହପୁର ଆଗମନର ୫୦ ବର୍ଷ ପୂର୍ତି ସ୍ମରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ […]

ଓଡିଶା

ତିର୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ…

ଜଗତସିଂହପୁର, ୦୯/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ କରାଯାଇଛି । ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଘେରାଉ କରାଯିବା ସହିତ ହଂସୁଆ ନଦୀର ଶଯ୍ୟା ଖନନ, ବନ୍ଧ ସୁଦୃଢ଼ୀକରଣ, ସଫେଇ, ଜଳ ନିଷ୍କାସନ ଓ ଧୋଇ ଯାଇଥିବା ଫସଲ ନିମନ୍ତେ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ […]

ଓଡିଶା

ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ କଳାକୁ ବିକଶିତ କରୁଛି ନବୀନ ଓଡିଶା କାର୍ଯ୍ୟକ୍ରମ…

ଜଗତସିଂହପୁର, ୦୯/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହମା ସ୍ଥିତ ସାରଳା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ସ୍ଥାନୀୟ ସରପଂଚ ସରୋଜ କୁମାର ସେଠୀ, କୁଜଙ୍ଗ ବ୍ଳକ ଅଧ୍ୟକ୍ଷା, ସମାଜସେବୀ ସୁନାକର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ […]

ଓଡିଶା

ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଦ୍ୱାରା ସଡ଼କ ସୁରକ୍ଷା ସଚେତନତା ବାର୍ତା…

ଜଗତସିଂହପୁର, ୦୬/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ରାହାମା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନର ସଦସ୍ୟ ସୁନାକର ବେହେରାଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ବାହାରି ରାହମା ବଜାର ପରିକ୍ରମା କରିବା ସହିତ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବାବଦରେ ସାଧାରଣ ଲୋକମାନଙ୍କୁ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମର […]

ଓଡିଶା

ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟିତ…

ଜଗତସିଂହପୁର, ୪/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଦୁର୍ଘଟଣା ଜନିତ ଜିରୋ କାଜୁଆଲଟି ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତି ରାଉତ, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତି, ଜଗତସିଂହପୁର ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ଜଗତସିଂହପୁର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା […]

ଓଡିଶା

ପଞ୍ଚମ ଦିନରେ ଚେଳିତୋଳ ବାଲିଯାତ୍ରା । ଜମୁଛି ଲୋକଙ୍କ ଭିଡ଼ ।

ଜଗତସିଂହପୁର, ୨/୧୨ (ରୀତା ସାହୁ) : ଜମୁଛି ତିର୍ତ୍ତୋଲ ଗୋପିଆକୁଦସ୍ଥିତ ଚେଳିତୋଳ ବାଲିଯାତ୍ରା । ବାଲିଯାତ୍ରା ଦେଖିବା ପାଇଁ ବଢୁଛି ପ୍ରବଳ ଭିଡ଼ । ଭରପୁର ମନୋରଞ୍ଜନ ସହିତ ରାମଦୋଳି, ଚଟପଟି ଖାଦ୍ୟ ସହିତ ମନୋହରୀ ଦୋକାନରେ ଲାଗିଛି ଗରାଖଙ୍କ ପ୍ରବଳ ଭିଡ଼ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ମଞ୍ଚ । ବାଲିଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସହିତ ବାହାରୁ ଆସୁଛନ୍ତି ହଜାର ହଜାର ଜନସାଧାରଣ । ଚେଳିତୋଳ ବାଲିଯାତ୍ରା ପଡ଼ିଆ ହୋଇପଡ଼ିଛି ଉତ୍ସବ […]

ଓଡିଶା

ଜମୁଛି ଚେଳିତୋଳ ବାଲିଯାତ୍ରା; ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା…

ଜଗତସିଂହପୁର, ୨/୧୨ (ରୀତା ସାହୁ) : ମହାସମାରୋହ ଓ ଆନନ୍ଦ ଉଲ୍ଲାସରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଗୋପିଆକୁଦଠାରେ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏହି ଉତ୍ସବ କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ସାତଦିନ ଧରି ଚାଲିବ । ବିଭିନ୍ନ ମନୋହରି ଦୋକାନବଜାର, ଖାଦ୍ୟଷ୍ଟଲ ଆଦି ଦୋକାନରେ ଭରି ଯାଇଛି ସମଗ୍ର ବାଲିଯାତ୍ରା ପଡିଆ । ମେଳାରେ ସୁସ୍ୱାଦୁ ଖାଦ୍ୟ , ମନୋହରି ଜିନିଷ କିଣି ଯାତ୍ରା ବୁଲିବା ସହ ସନ୍ଧ୍ୟାରେ ମଂଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନନ୍ଦଉଲ୍ଲାସର […]

ଓଡିଶା

ଉମେଶ ସ୍ୱାଇଁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜନୀତିରେ ପାଦ ଥାପିବେ ତାଙ୍କ ବୋହୁ ଶିଖା ଉମେଶ ସ୍ୱାଇଁ

ଜଗତସିଂହପୁର, ୩୦/୧୧ (ରୀତ ସାହୁ) : ଶ୍ୱଶୁରଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋହୂ । ବିଶିଷ୍ଟ ରାଜନୈତିଜ୍ଞ ତଥା ଜଣେ ମେଳାପୀ ଏବଂ ପରୋପକାରୀ ମଣିଷ ଭାବେ ପ୍ରତିଷ୍ଠିତ ସ୍ୱର୍ଗତଃ ଉମେଶ ସ୍ୱାଇଁ ଲୋକଙ୍କ ହୃଦୟରେ ଯେଉଁ ଛାପ ଛାଡିଦେଇଯାଇଛନ୍ତି ତାଙ୍କୁ ଚିର ଅମର ରଖିବାକୁ ଅଂଟା ଭିଡିଛନ୍ତି ତାଙ୍କ ବୋହୂ ଶିଖା ଉମେଶ ସ୍ୱାଇଁ । ଜଗତସିଂହପୁର ଜିଲ୍ଲା ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । […]

ଓଡିଶା କଳା ସଂସ୍କୃତି

ମହାବୀରଙ୍କ ବାର୍ଷିକ ଉତ୍ସବ ଓ ଏକ ଦିନାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ…

ଜଗତସିଂହପୁର, ୨୯/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ନୂଆପାରୀ ମଦନ ମୋହନ ମଠରେ ମହାବୀରଙ୍କ ବାର୍ଷିକ ଉତ୍ସବ ଓ ଏକ ଦିନାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଜଗତଗୁରୁ ରାମା ନନ୍ଦାଚାର୍ଯ୍ୟ ସ୍ୱାମୀ ଅରୁପା ନନ୍ଦ ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକାଳୁ କଳସ ପୂଜା, ସୂର୍ଯ୍ୟ ପୂଜା ଓ ଗୁରୁପୂଜା କରାଯିବା ପରେ ମହାବୀରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । […]