ରାଜସ୍ୱ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର…
ଜଗତସିଂହପୁର, ୧୦/୧ (ରୀତା ସାହୁ) : ରାଜସ୍ୱ ଅମଲା ସଂଘର ଦୀର୍ଘ ଦିନର ଦାବି ପୂରଣ ନେଇ ଅମଲା ମାନେ ବେଶ୍ ଖୁସି ହୋଇଛନ୍ତି । ରାଜ୍ୟ ସରକାର ବିଳମ୍ବ ହେଉ ପଛେ ରାଜସ୍ୱ ଅମଲା ମାନଙ୍କ ଦାବି ପୂରଣ କରିଛନ୍ତି । ୨୦୧୭ ମସିହାରୁ ଓଡ଼ିଶା ରାଜସ୍ୱ ଅମଲା ସଂଘ୍ ରାଜସ୍ୱ ଅମଲା ମାନଙ୍କୁ ପୃଥକ୍ କ୍ୟାଡ଼ର ପ୍ରଦାନ କରିବା ପାଇଁ ଓ ୪୨୦୦ଟଙ୍କା ଗ୍ରେଡପେ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ […]