ନିଖିଳ ଓଡ଼ିଶା ଜିପିଏଲଏଫ ଇସି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର…
ଜଗତସିଂହପୁର : ନିଖିଳ ଓଡ଼ିଶା ଜିପିଏଲଫ ଇସି ସଙ୍ଘ ଜଗତସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିପିଏଲଫ ଇସି ମାନଙ୍କ ଦାବି ଅନୁଯାୟୀ ବିଭିନ୍ନ ଅଂଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥôକ ପ୍ରୋତ୍ସାହନ କ୍ଷେତ୍ରରେ ତାଲିମ ଓ ପ୍ରୋତ୍ସାହିତ କରିବା, ସଭାପତି,ସମ୍ପାଦକଙ୍କ ସ୍ୱାକ୍ଷରରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କରାଯାଇଥାଏ । ଏହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ […]