ଓଡିଶା

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କଲେଜ ନିକଟ ଇଣ୍ଡୋର ଷ୍ଟାଡିୟମଠାରୁ ଏକ ବିରାଟ ତ୍ରିରଙ୍ଗା ଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଉପ ଜିଲ୍ଲାପାଳ […]

ଓଡିଶା

ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁର୍ମୀନାଶକ ଦିବସ ପାଳିତ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସମ୍ବିତ ରାଉତ ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀମାନଙ୍କୁ କୃମିନାଶକ ବଟିକା ବଣ୍ଟନ କରିଥିଲେ । ସ୍ୱାସ୍ଥ ହିଁ ସମ୍ପଦ, ଏଣୁ ଏହି କୃମିନାଶକ କାର୍ଯ୍ୟକ୍ରମ ଆମ ସ୍ୱାସ୍ଥ ସମ୍ପଦର ଏକ ଅଂଶ ବିଶେଷ । ଏଣୁ କୃମି ସଂକ୍ରମିତ ନ […]

ଓଡିଶା

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଜେ. ସୋନାଲ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ. ସୋନାଲ । ଜେ. ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ରହିଥିଲେ । ବର୍ତ୍ତମାନ ବିଧିବଦ୍ଧ ଭାବେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ […]

ଓଡିଶା

ବିରିଡି ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ…

ଜଗତସିଂହପୁର, (ଏଫ୍ଟୁଏସ୍ /ରୀତା ସାହୁ) : ସାଧାରଣ ନିର୍ବାଚନ ପରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ପ୍ରଥମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ମମତା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡିଓ ବିଜୟ କୁମାର ବେହେରା, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଜୋନ ଦୁଇର ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, […]

ଓଡିଶା

ଚିର ଅମର ହୋଇଗଲେ ସମାଜସେବୀ ବିରେନ୍ଦ୍ର ପ୍ରସାଦ ସ୍ୱାଇଁ…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ମୃତ୍ୟୁ ପରେ ବି ଅମର । ନିଜର ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବରିଷ୍ଠ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ତାଙ୍କ ପାଇଁ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ । ଏପରି ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ଗ୍ରାମର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ସୂଚନା ମୁତାମକ, ରବିବାର ଦିନ ଏକ ଭୋଜିଖାଇ ରଘୁନାଥପୁର […]

ଓଡିଶା

ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ…

କନ୍ଧମାଳ, ୩୧/୦୫ : ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ମୃଖ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କନେଷ୍ଟବଳ ହୋମଗାର୍ଡ ଅଫିସର ସମୁଦାୟ ୬ ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମୃତୟନ କରାଯାଇଛି । ଟାଣ ଖରାକୁ ଖାତିର୍ ନକରି କନ୍ଧମାଳ ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନେ ଜଗତସିଂହପୁର ଜିଲ୍ଲାରେ ପୋଲିଂ ପାର୍ଟି ସହିତ ଜଡ଼ିତ […]

ଓଡିଶା

ବିଜୁଳି ଆଲୁଅ ପାଇଁ ୫୦ ବର୍ଷର ଅପେକ୍ଷା…

ଜଗତସିଂହପୁର, ୨୭/୦୫ : ଲୋକଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କଲେ ଧରାଧରପୁର ପଂଚାୟତର ସରପଂଚ ନଳିନିପ୍ରଭା ମୁଦୁଲି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମପଂଚାୟତ ଘୁସୁରିଆବନ୍ଧରେ ପ୍ରାୟ ୧୫ଟି ପରିବାର ଦୀର୍ଘ ୫୦ ବର୍ଷ ଧରି ବିନା ବିଜୁଳିରେ ରହି ଆସୁଥିଲେ । ଏ ନେଇ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଆସୁଥିଲେ ସୁଦ୍ଧା ସେମାନଙ୍କ ଗୁହାରୀ କେହି ଶୁଣୁନଥିଲେ । ଶ୍ରୀମତୀ ନଳିନିପ୍ରଭା ସରପଂଚ ହେବା ଦିନଠାରୁ ଉକ୍ତ ଅଂଚଳର ଉନ୍ନତି […]

ଓଡିଶା

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଦ୍ରୋହ…

ବିଜେପି ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି ଜଗତସିଂହପୁର, ୧୮/୪ : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ସତ୍ୟ ସାରଥୀ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏହାକୁ ବାଲିକୁଦା ଏରସମା ବିଜେପି ପକ୍ଷରୁ ବିରୋଧ କରାଯାଇଛି । ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟବ୍ରତ ଦାସ, ଶଶାଙ୍କ ଶେଖର ଶାହାଣୀ, ଶଶିକାନ୍ତ ସ୍ୱାଇଁ ପ୍ରମୁଖ ବହୁ ବିଜେପି ନେତା ଓ […]

ଓଡିଶା

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର ରଥ, ପୌରାଧ୍ୟକ୍ଷ। ଅର୍ଚ୍ଚନା ସିଂ, ଯୁବ ନେତା ପ୍ରଶାନ୍ତ କୁମାର ମଲ୍ଲିକ, ମହିଳା କଂଗ୍ରେସ ପ୍ରତିମା ମଲ୍ଲିକ, ବରିଷ୍ଠ ନେତା ସର୍ବେଶ୍ୱର ପଣ୍ଡାଙ୍କ ସହ ବହୁ ନେତା ଓ କର୍ମୀ ମାନେ […]

ଓଡିଶା

ଚକବନ୍ଦୀ ଜମି ବିକ୍ରି ହୋଇପାରୁ ନ ଥିବା ନେଇ ବିକ୍ଷୋଭ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ରାଜସ୍ୱ ମୌଜାର ଜମି ଗୁଡିକୁ ରେକର୍ଡଭୁକ୍ତ କରିବା ପାଇଁ ଦାବି ନେଇ ଉକôଳ ସମାଜ ଜଗତସିଂହପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗମୁତାବକ ନାଗପୁର ମୌଜାରେ ପ୍ରଜାମାନଙ୍କୁ ୨୦୧୮ ମସିହାରୁ ଚକବନ୍ଦୀ ପଟା ପ୍ରଦାନ କରାଯାଇଥିଲେ ମଧ୍ୟ ଉକ୍ତ ଜମିମାନଙ୍କର ରେକର୍ଡ ବାଲିକୁଦା ତହସିଲ କିମ୍ବା ଜିଲ୍ଲାପାଳଙ୍କ ରେକର୍ଡରୁମରେ […]