ଓଡିଶା

“ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ…

ଜଗତସିଂହପୁର : ଜଗତସିଂହପୁର ସାନବଜାରରେ “ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ ହୋଇଯାଇଛି । SHG ମହିଳାମାନଙ୍କ ଦ୍ୱାରା ଏହି ଟେରାକୋଟା ଷ୍ଟଲକୁ ଜିଲ୍ଲାପାଳ ପାରୁଲ ପଟୱାରୀ ଉଦଘାଟନ କରିବା ସହିତ ଟେରାକୋଟା କାର୍ଯ୍ୟର ଚମତ୍କାରିତାକୁ ଦେଖି ଭୂୟଂସୀ ପ୍ରଶଂସା କରିଛନ୍ତି । ଓରମାସ ପକ୍ଷରୁ କୁଜଙ୍ଗ ବ୍ଳକ ଫତେପୁର ଗ୍ରାମର ଜୀବନଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଟେରାକୋଟା ସାମଗ୍ରୀ ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରେ ଏହାକୁ ବିକ୍ରୟ କରି ନିଜେ […]

ଓଡିଶା

ଆସନ୍ତା ନିର୍ବାଚନ ପୂର୍ବରୁ ଭୋଟର ସଚେତନତା ପାଇଁ ଆୟୋଜିତ ହେଉଛି ପଥ ଉତ୍ସବ..

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଛି ପଥ ଉତ୍ସବ । ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ ଜଣାଇ ଜଗତସିଂହପୁର ସହରର କଲେଜ ଛକଠାରୁ ଜିଲ୍ଲାପାଳଙ୍କ କାଯ୍ୟାଳୟ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ନେଇ ୱାକାଥାନକୁ ଉଦଘାଟନ କରିଛନ୍ତି  ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ । ଆୟୋଜିତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ […]

ଓଡିଶା

ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏଥିରେ ଜଗତସିଂହପୁର ଏସ୍ପି ରାହୁଲ ପି ଆର୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଇବର ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ କଲେଜ ଛକ ନିକଟରେ ପହଁଚିଥିଲା । ସେଠାରେ […]

ଓଡିଶା

ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଆରମ୍ଭ ହେଲା ମାଟି ଉଠାଣ କାର୍ଯ୍ୟକ୍ରମ…

ଜଗତସିଂହପୁର : ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଜଗତସିଂହପୁର ସହରର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାଆଡମ୍ବର ସହିତ ଦୂର୍ଗାପୂଜା ପାଳନ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସହରର ୨୩ ଟି ପୂଜା ମଣ୍ଡପ ପକ୍ଷରୁ ଜଗତସିଂହପୁରସ୍ଥିତ ଅଳକା ନଦୀ କୂଳରୁ ମାଟି ଉଠାଣ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଛି । ଏହି […]

ଓଡିଶା

ବିଜୁ ଯୁବବାହିନୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କଲେ ବରିଷ୍ଠ ନେତା…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, […]

ଓଡିଶା

ଜିଲ୍ଲାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଦିଗରେ କାମ କରି ସଫଳତା ହାସଲ କରିଥିଲେ ଲୋକପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତି…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ପୂର୍ବତନ ସଭାପତି ତଥା ଲୋକପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କୁ ସେବା ନିବୃତ୍ତ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଇଓ ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କୁଜଙ୍ଗ ବିଇଓ ପବିତ୍ର କୁମାର କର, ଓଷ୍ଟା ସଂଘର ବସନ୍ତ କୁମାର […]

ଓଡିଶା

ଦେଉଳି ଗ୍ରାମେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଜଗତସିଂହପୁର ବିଧାୟକ …

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ମହକୁମାର ୧୭ ନମ୍ବର ୱାର୍ଡ ଦେଉଳି ଗ୍ରାମେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ । ଦେଉଳି ଗ୍ରାମେଶ୍ୱର ରାଧାକୃଷ୍ଣ ମନ୍ଦିର ଉନ୍ନୟନ କାର୍ଯ୍ୟ, ମସଜିଦ ଓ ମଦ୍ରାସାର ଉନ୍ନୟନ ଆଦିକୁ ବିଧାୟକ ଉଦଘାଟନ କରିଥିଲେ । ଏହି କାର୍ଯ୍ୟରେ ଜିଲ୍ଲା […]

ଓଡିଶା

ନୂତନ ଶିକ୍ଷା କାର୍ଯ୍ୟକ୍ରମ ସମ୍ଭବ ଓ ଅନ୍ୱେଷଣ ଲୋକାର୍ପିତ

ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁରରେ ଜିଲ୍ଲାରେ ନୂତନ ଶିକ୍ଷା କାର୍ଯ୍ୟକ୍ରମ ସମ୍ଭବ ଓ ଅନ୍ୱେଷଣ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟୱାରୀ, ଶିକ୍ଷା ଅଧିକାରୀ ନିରଂଜନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷକତା ଧାରାକୁ ଗୁଣାତ୍ମକ ଓ ଦୀର୍ଘ ସ୍ଥାୟୀ […]

ଓଡିଶା

ମଦ ଦୋକାନକୁ ସ୍ଥାନାନ୍ତର ଦାବି, ତେଜିଲେ ମହିଳା ଗୋଷ୍ଠୀ…

ଜଗତସିଂହପୁର : ମଦ ଦୋକାନକୁ ଖୋଲା ବିରୋଧ କରୁଛନ୍ତି ମହିଳା । ଗାଁର ମୁଖ୍ୟ ରାସ୍ତା ଦେଇ ହୋଇପାରିବନି ମଦ ଦୋକାନ । ଦୋକାନ ସ୍ଥାନାନ୍ତର ନ ହେଲେ ହେବ ଆନ୍ଦୋଳନ । ଜଗତସିଂହପୁର ଜିଲା ବାଲିକୁଦା ଥାନା କଂସାରୀ କୁଦରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ବିରୋଧ କରି ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ […]

ଓଡିଶା

ମା’ ଶାରଳାଙ୍କ ମନ୍ଦିରରେ ଜାରି ହେଲା ନୂଆ ନିୟମ…

ଜଗତସିଂହପୁର : ପ୍ରସିଦ୍ଧ ଝଙ୍କଡ଼ ମା’ ଶାରଳାଙ୍କ ମନ୍ଦିରରେ ଜାରି ହୋଇଛି କେତେକ ନୂଆ ନିୟମ । ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ନିୟମ ଗୁଡିକ ହେଲା:- * ମା’ ଶାରଳାଙ୍କ ମନ୍ଦିରକୁ ମୋବାଇଲ ନିଷେଧ * ମନ୍ଦିରରେ ମାଆଙ୍କ ବିଗ୍ରହର ଫଟୋ ଉଠାଇବା ନିଷେଧ * ବେଢା ମଧ୍ୟରେ […]