ଓଡିଶା

ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ପାରାଦୀପ ସ୍ଥିତ ବିଜୁ ମଇଦାନଠାରେ ଆସନ୍ତା ନଭେମ୍ୱର ୧୪ ତାରିଖରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଅଫିସର କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁରରେ ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲାପାଳ ଜେ ସୋନାଲ, ଉପ ଜିଲ୍ଲାପାଳ, ପାରାଦୀପ ପୌର ପରିଷଦ […]

ଓଡିଶା

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କଲେଜ ନିକଟ ଇଣ୍ଡୋର ଷ୍ଟାଡିୟମଠାରୁ ଏକ ବିରାଟ ତ୍ରିରଙ୍ଗା ଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଉପ ଜିଲ୍ଲାପାଳ […]

ଓଡିଶା

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଜେ. ସୋନାଲ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ. ସୋନାଲ । ଜେ. ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ରହିଥିଲେ । ବର୍ତ୍ତମାନ ବିଧିବଦ୍ଧ ଭାବେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ […]

ଓଡିଶା

ଦୁଃଖ ସାଗରରେ ସୀମିତା; କୁତ୍ରିମ ଗୋଡ ସହ ଭିର୍ଣ୍ଣକ୍ଷମ ଭତ୍ତା ପାଇଁ ଆକୁଳ ନିବେଦନ…

ଜଗତସିଂହପୁର, ୧୦/୧ (ରୀତା ସାହୁ) : କିଏ ଶୁଣିବ ସୀମିତାଙ୍କ କରୁଣ କାହାଣୀ । ରୋଷେଇ କଲା ବେଳେ ଜଳିଗଲା ଗୋଡ଼ । ଆଉ ଅସ୍ତ୍ରୋପଚାର ପରେ ଗୋଟିଏ ଗୋଡ ହରାଇଲେ ସୀମିତା । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଡ଼ ହରାଇଥିବା ସୀମିତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରିକୁନ୍ଦ ଗ୍ରାମର ସୀମିତା ସିଂ । ବୟସ ୨୨ ବର୍ଷ । ଆଜିକୁ […]

ଓଡିଶା

ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟିତ…

ଜଗତସିଂହପୁର, ୪/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଦୁର୍ଘଟଣା ଜନିତ ଜିରୋ କାଜୁଆଲଟି ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତି ରାଉତ, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତି, ଜଗତସିଂହପୁର ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ଜଗତସିଂହପୁର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା […]

ଓଡିଶା

ଜମୁଛି ଚେଳିତୋଳ ବାଲିଯାତ୍ରା; ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା…

ଜଗତସିଂହପୁର, ୨/୧୨ (ରୀତା ସାହୁ) : ମହାସମାରୋହ ଓ ଆନନ୍ଦ ଉଲ୍ଲାସରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଗୋପିଆକୁଦଠାରେ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏହି ଉତ୍ସବ କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ସାତଦିନ ଧରି ଚାଲିବ । ବିଭିନ୍ନ ମନୋହରି ଦୋକାନବଜାର, ଖାଦ୍ୟଷ୍ଟଲ ଆଦି ଦୋକାନରେ ଭରି ଯାଇଛି ସମଗ୍ର ବାଲିଯାତ୍ରା ପଡିଆ । ମେଳାରେ ସୁସ୍ୱାଦୁ ଖାଦ୍ୟ , ମନୋହରି ଜିନିଷ କିଣି ଯାତ୍ରା ବୁଲିବା ସହ ସନ୍ଧ୍ୟାରେ ମଂଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନନ୍ଦଉଲ୍ଲାସର […]

ଓଡିଶା

ପାରାଦ୍ୱୀପ ବିଜୁମୈଦାନରେ ଉଦଘାଟିତ ହେଲା କଳିଙ୍ଗ ବାଲିଯାତ୍ରା…

ଜଗତସିଂହପୁର, ୨୯/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସ୍ଥିତ ବିଜୁ ମୈଦାନରେ ଉଦଘାଟିତ ହୋଇଯାଇଛି କଳିଙ୍ଗ ବାଲିଯାତ୍ରା । ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୮ ଦିନ ବ୍ୟାପି ଚାଲିବାକୁ ଥିବା କଳିଙ୍ଗ ବାଲିଯାତ୍ରା ଆସନ୍ତା ୩ ତାରିଖ ପଯ୍ୟନ୍ତ ଚାଲିବ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ […]

ଓଡିଶା

ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କର ୧୦୫ତମ ଜନ୍ମଜୟନ୍ତୀ ପାଳିତ

ଜଗତସିଂହପୁର ୧୮/୧୧ (ରୀତା ସାହୁ) : ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କର ୧୦୫ତମ ଜନ୍ମଜୟନ୍ତୀ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କଲେଜଛକ ସ୍ଥିତ ଶ୍ରୀରାମ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟୱାରୀ ଯୋଗ ଦେଇ ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ […]

ଓଡିଶା

ପ୍ରାଣୀ ସମ୍ପଦର ବିକାଶ ରାଜ୍ୟର ଆର୍ଥିକ ସମ୍ବଳ ଅଭିବୃଦ୍ଧିରେ ସହାୟକ

ଜଗତସିଂହପୁର, ୧୭/୧୧ (ରୀତା ସାହୁ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ […]

ଓଡିଶା

ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା…

ଜଗତସିଂହପୁର, ୧୪ ନଭେମ୍ବର : ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ- ୨୦୨୩ ପାଳନ ଅବସରରେ ସମବାୟ ସଚେତନତା ରଥକୁ ଜିଲ୍ଲାପାଳ ପାରୁଲ ପଟାୱାରୀ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି ରଥ ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରିବା ସହିତ ସମବାୟ ବ୍ୟାଙ୍କର ଭୂମିକା, ବିଭିନ୍ନ କ୍ଷୁଦ୍ର ତଥା ଦୀର୍ଘ ମିଆଦୀ ଋଣ ବ୍ୟବସ୍ଥା, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ ଭାଗଚାଷୀମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ସମ୍ବନ୍ଧରେ ସଚେତନ […]