ସଂଘର ନିଷ୍ପତ୍ତି । ଉଚ୍ଚସ୍ବରରେ ଡିଜେ ବାଜିଲେ ଫାଇନ୍ ଦେବ ସମ୍ପୃକ୍ତ ସଂସ୍ଥା…
ଜଗତସିଂହପୁର : ଏଣିକି ଉଚ୍ଚସ୍ୱରରେ ବାଜି ପାରିବ ନାହିଁ ଡିଜେ । ଜିଲ୍ଲାର ସମସ୍ତ ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ ଏବଂ ସରକାରୀ ଦପ୍ତର ସମ୍ମୁଖ କିମ୍ବା ପାଖରେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ହେବ । ରାତି ୧୦ଘଟିକା ପରେ ଡିଜେ ଆଦି ସାଉଣ୍ଡ ବନ୍ଦ କରିବା ବାଧ୍ୟତାମୂଳକ । ନିୟମ ନ ମାନିଲେ ଜୋରିମାନା ଦେବାକୁ ପଡିବ । ଏକଥା ନିଜ ଆଡୁ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ଟେଣ୍ଡ ଲାଇଟ୍ ଆଣ୍ଡ […]