ଓଡିଶା

ଜଗା ମିଶନ ନାଁରେ ଯେଉଁଠି ଲାଗିଛି ବଡ଼ ବଡ଼ ହୋଡିଂ, ସେଠାରେ ହିଁ ଲୋକେ ପାଇନାହାନ୍ତି ଭୂମି ପ୍ରମାଣପତ୍ର…

କୋରାପୁଟ : ବିକାଶର ନଗ୍ନ ଚିତ୍ର । କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର ଏବଂ ବାସଗୃହର ଆବଶ୍ୟକତାକୁ ପୂରଣ କରିବା ଲାଗି କୋଟିକୋଟି ଟଙ୍କାର ବ୍ୟୟବରାଦ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ତୃଣମୂଳସ୍ତରରେ ଏମାନଙ୍କ ମୌଳିକ ଅଧିକାର ବାଟମାରଣା ହେଉଛି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା କୋଟପାଡ଼ ଏନ୍ଏସି […]

ଓଡିଶା

ଜନସାଧାରଣଙ୍କ ସେବାରୁ କେବେ ବିରତି ନେବି ନାହିଁ: ବିଧାୟିକା

ହିନ୍ଦୋଳ ଏନ୍ଏସିରେ ଜାଗା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଗରିବ ଭୂମିହୀନଙ୍କୁ ଜାଗା, ଘର, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ସ୍ବପ୍ନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜାଗା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୧୪ ତଣ୍ଟିଚିରାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଏନ୍ଏସି […]