ଓଡିଶା ବ୍ୟବସାୟ

ଡିଜିଟାଲ୍ ଟ୍ରାନ୍ସଫରମେସନରେ ଏମଜିଂ ଟେକ୍ନୋଲୋଜି ଉପରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଡିଜିଟାଲ୍ ଟ୍ରାନ୍ସଫରମେସନରେ ଏମଜିଂ ଟେକ୍ନୋଲୋଜି ବିଷୟବସ୍ତୁ ଉପରେ ଏକ ଦିନିଆ ଆଇଟି କର୍ମଶାଳା ହୋଟେଲ୍ ସୂର୍ଯ୍ୟାଂଶରେ ଅନୁଷ୍ଠିତ ହୋଇଯାଇଛି । ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ଦ୍ୱାରା ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ଆଇଟି ସଫ୍ଟୱେୟାର ଏକ୍ସପୋ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳା ବିଭିନ୍ନ ପୃଷ୍ଠଭୂମିରୁ ବିଶେଷଜ୍ଞ ବ୍ୟବସାୟୀ ଏବଂ ପ୍ରଫେସନାଲମାନଙ୍କୁ ଏକତ୍ର କରିଥିଲା । ସହଭାଗୀତା ଏବଂ ଜ୍ଞାନ ବିନିମୟ ପାଇଁ ସହଯୋଗ ଏବଂ ନେଟୱାର୍କି ସୁଯୋଗ ପାଇଁ ଏହା ଏକ […]