ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ଉପରେ ପ୍ରଶ୍ନ; ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଆଇ.ଟି ଇଞ୍ଜିନିୟର…
ଓଡିଆ ସ୍ୱାଭିମାନ, ଅସ୍ମିତା ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଓଡିଆ ଯୁବ ଆଇ.ଟି ଇଞ୍ଜିନିୟର । ନେଦରଲାଣ୍ଡରେ କାର୍ଯ୍ୟରତ ଯୁବ ଆଇ.ଟି ବିଶେଷଜ୍ଞ ଶିବ ପ୍ରଧାନ ଓଡ଼ିଶା ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଅଭିନବ ଭାବରେ ନିଜର ପ୍ରତିବାଦ ଓ କ୍ଷୋଭ ବ୍ୟକ୍ତ ପ୍ରକାଶ କରିଛନ୍ତି । ଓଡ଼ିଆଙ୍କ ସ୍ବାଭିମାନ, ସାମାଜିକ ପରମ୍ପରା, ଚଳଣି, ଭାଷା, କଳା, ସଂସ୍କୃତି ଓ ଅସ୍ମିତାକୁ କଟାକ୍ଷ କରି ଓଡ଼ିଆଙ୍କ ଭାବାବେଗକୁ […]