ଦେଶ ବିଦେଶ

କାହିଁକି ବାରମ୍ବାର ଇସ୍ରାଇଲ ଉପରେ ଆକ୍ରମଣ କରୁଛି ହମାସ । ଏହା ପଛରେ ରହିଛି ଏକ ଶିଶୁର କରୁଣ କାହାଣୀ…

ହମାସର ଆତଙ୍କୀ ଆକ୍ରମଣର କଡା ଜବାବ ରଖୁଛି ଇସ୍ରାଇଲ । ଇସ୍ରାଇଲ ଆକ୍ରମଣର ଜବାବରେ ଗାଜା ପଟ୍ଟିର ଅନେକ ସହରକୁ ଧ୍ବସଂ କରିସାରିଲାଣି । ଯୁଦ୍ଧର ପ୍ରତିତ୍ତୋରରେ ଇସ୍ରାଇଲ ପକ୍ଷରୁ ଗାଜା ପଟ୍ଟି ଉପରେ ଘମୋଘୋଟ ରକେଟ ବର୍ଷଣ ଜାରି ରହିଛି । ଏଥିରେ ପ୍ରାୟ ଉଭୟ ପକ୍ଷରୁ 3000 ଲୋକଙ୍କ ପ୍ରାଣହାନି ହୋଇଥିବା କୁହାଯାଉଛି । ହମାସର ଆତଙ୍କୀ ଆକ୍ରମଣରେ ଇସ୍ରାଇଲର 1200 ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ହାନି ହୋଇଥିବାବେଳେ ହମାସର 1500ରୁ ଉର୍ଦ୍ଧ୍ବ […]

ଦେଶ ବିଦେଶ

‘ଅପରେସନ୍ ଅଜୟ’ । ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ…

‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଆଜି ସକାଳୁ ଭାରତରେ ଅବତରଣ କରିଛନ୍ତି ସେମାନେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏୟାରପୋର୍ଟରେ ଉପସ୍ଥିତ ରହି ଭାରତ ଫେରିଥିବା ନାଗରିକଙ୍କୁ ସ୍ୱାଗତ ଜଣାଇଛନ୍ତି । ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ […]