ଦେଶ ବିଦେଶ

ଆଇବିର ନୂଆ ନିର୍ଦ୍ଦେଶକ ହେବେ ତପନ କୁମାର ଡେକା

କେନ୍ଦ୍ର ସରକାର ତପନ କୁମାର ଡେକାଙ୍କୁ ଆଇବିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ତପନ କୁମାର ଡେକା ହେଉଛନ୍ତି ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ହିମାଚଳ ପ୍ରଦେଶର କ୍ୟାଡରର ଅଟନ୍ତି । ଆସନ୍ତା ଜୁନ୍ ୩୦ରେ ଦାୟିତ୍ବ ଗ୍ରହଣ କରିବା ସହିତ ଦୁଇ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ ।