ଡ଼ଃ ଶ୍ରୀ ରାମଚନ୍ଦ୍ର ଦାଶଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଠ ଶିକ୍ଷାବିତ୍ ଡ଼ଃ ଶ୍ରୀ ରାମଚନ୍ଦ୍ର ଦାଶଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ପୌରାଧକ୍ଷା ଅର୍ଚ୍ଚନା ସିଂ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରୁଦ୍ର ନାରାୟଣ ମିଶ୍ର, ସାମ୍ବାଦିକ ମନୋଜ ଦାଶ, ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ସାମ୍ବାଦିକ ସରୋଜ ସାହୁ, ମାନସ କୁମାର କାନୁନଗୋ ପ୍ରମୁଖ […]