ତୀବ୍ରରୂପ ଧାରଣା କଲା ପାରାଦ୍ୱୀପ ଆଇଓସିଏଲ ଶ୍ରମିକଙ୍କ ଧାରଣା…
ଜଗତସିଂହପୁର, ୬/୧ (ରୀତା ସାହୁ) : ପାରାଦ୍ୱୀପ ଆଇଓସିଏଲ ଭଳି କେନ୍ଦ୍ରୀୟ ଶିଳ୍ପସଂସ୍ଥାରେ ଶ୍ରମିକ ଧାରଣା ତୀବ୍ର ରୂପ ଧାରଣ କରିଛି । ବିଗତ କିଛି ଦିନ ଧରି ଆଇଓସିଏଲ୍ ପାରାଦ୍ୱୀପ ହଳଦିଆ ପାଇପଲାଇନ ପ୍ରକଳ୍ପ ସମ୍ମୁଖରେ ପରିବାର ସହିତ ଧାରଣାରେ ବସିଛନ୍ତି ଶତାଧିକ ଶ୍ରମିକ । ଆଠ ଦଫା ଦାବିକୁ ନେଇ ପାଇପ ଲାଇନ ଡିଭିଜନ ପକ୍ଷରୁ ଦିଆଯାଇଛି ଶ୍ରମିକମାନଙ୍କ ଧାରଣା । ଧାରଣକୁ ବହୁ ଦିନ ବିତିଯାଇଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ଆଲୋଚନାକୁ ଆସିନାହାନ୍ତି […]