ନମାମୀ ଯୋଗ ଏକାଡେମୀ ପକ୍ଷରୁ ଯୋଗ ଦିବସ ପାଳିତ…
ଭୁବନେଶ୍ୱର, ୨୨/୦୬ : ବିଶ୍ୱ ପାଳନ କରିଛି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷର ଥିମ୍ ରହିଛି ‘ନିଜ ପାଇଁ ତଥା ସମାଜ ପାଇଁ ଯୋଗ’ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ନମାମୀ ଯୋଗ ଏକାଡେମୀର ପ୍ରତିଷ୍ଠାତା କାଜଲ ଶତପଥୀଙ୍କ ନେତୃତ୍ୱରେ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ସହଭାଗିତାର ଆବଶ୍ୟକତା ରହିଛି […]