ଆଇଏମବି-ଇଗନାଇଟ୍ ୨୦୨୩ ଅନୁଷ୍ଠିତ
ଭୂବନେଶ୍ୱର : ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ୍ ଓ ହୋଟେଲ୍ ମ୍ୟାନେଜମେଣ୍ଟ୍ ଲାଗି ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ‘ଆଇଏମବି-ଇଗନାଇଟ୍’ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସିଏମଡି ନାଲକୋ, ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବରେ ଚିଫ୍ ଏଡିଟର କଳିଙ୍ଗ ସ୍କ୍ରୋଲ ବିଶ୍ୱରାଜ ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର […]