ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ବିଜେଡି ନେତା ଯୁଧିଷ୍ଠିର ସେଠୀ…
ଜଗତସିଂହପୁର, ୧୮/୪ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭାରେ ବିଜେଡି ପ୍ରାର୍ଥô ଭାବେ ରମାକାନ୍ତ ଭୋଇଙ୍କ ନାମ ଦଳ ଘୋଷଣା କଲା ପରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତର୍ଦ୍ୱନ୍ଦ ପଦାକୁ ଆସିଛି । ଏବେ ଆଶାୟୀ ପ୍ରାର୍ଥô ଯୁଧିଷ୍ଠିର ସେଠୀ ସ୍ୱାଧୀନ ପ୍ରାର୍ଥô ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି । ଏ ନେଇ ସେ ହଜାର ହଜାର କର୍ମୀଙ୍କୁ ନେଇ ସମାବେଶ କରିଛନ୍ତି । ରଘୁନାଥପୁର ଓଡ଼ପଡ଼ାଠାରେ ଏକ ଘରୋଇ ମଣ୍ଡପରେ […]