କ୍ରୀଡା

ବିସିସିଆଇର ଅଧ୍ୟକ୍ଷ ହେଲେ ରୋଜର୍ ବିନ୍ନି

ବିସିସିଆଇକୁ ମିଳିଲେ ନୂଆ ସଭାପତି । ଆଜି ରୋଜର୍ ବିନ୍ନିଙ୍କ ସଭାପତି ପଦରେ ଲାଗିଛି ମୋହର । ବିସିସିଆଇର ନୂଆ ଅଧ୍ୟକ୍ଷ ହୋଇଛନ୍ତି ରୋଜର୍ ବିନ୍ନି । ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ଅଧ୍ୟକ୍ଷ ଭାବେ ରୋଜର୍ ବିନ୍ନିଙ୍କ ନାଁ ଉପରେ ବୋର୍ଡର ସମସ୍ତ ସଦସ୍ୟ ମୋହର ମାରିଛନ୍ତି । ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ବିନ୍ନି । ନୂଆ ସଭାପତି […]