ଓଡିଶା

କାଲି ଟ୍ରାକରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ : ଆସନ୍ତାକାଲିଠାରୁ ଅର୍ଥାତ୍ ଚଳିତ ମେ ମାସ ୧୮ରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିଲାଗି ପୁରୀ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ରେଳ ଟ୍ରାକକୁ ରଙ୍ଗ କରାଯାଉଛି । ବନ୍ଦେ ଭାରତ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର […]

ଓଡିଶା

ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି: କେନ୍ଦ୍ର ରେଳ ମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ଉପଲବ୍ଧ ହେବ 5G ସେବା । ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ଭୁବନେଶ୍ୱର ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଜର୍ମାନୀ, ଜାପାନ ଭଳି ଝଲକ ଦେଖିବାକୁ ମିଳିବ । ଏ ନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ମଧ୍ୟ ଆରମ୍ଭ ହେବ । ରେଳର ବିକାଶ ପାଇଁ […]

ଓଡିଶା

ମାଡିଗଲା ଟ୍ରେନ୍, ଚାଲିଗଲା ୩ ଜଣଙ୍କ ଜୀବନ

ଯାଜପୁର କୋରେଇରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହାତ ହୋଇଛନ୍ତି । ମୃତକମାନେ ହେଲେ ମାଆ-ଝିଅ ପାର୍ବତୀ ବିନ୍ଧାଣୀ ଓ କଣ୍ଢେଇ ବିନ୍ଧାଣୀ ଏବଂ ଅନ୍ୟ ଜଣେ ମହିଳା ଅବଜୁଲ ବିବି । ଆଜି ସକାଳେ ଭଦ୍ରକ-କପିଳାଶ ରୋଡ଼ କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଛି । ୫୪ଟି ବଗିରୁ ୮ଟି ବଗି ଲାଇନଚ୍ୟୁତ ହୋଇ ଫ୍ଲାଟଫର୍ମ […]