ଓଡିଶା

୧୦ ଦଫା ଦାବି ନେଇ ସର୍ବ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଧର୍ମଘଟ…

ନୀଳଗିରି, ୧୪/୧୨ (ସଚିଦାନଁଦ ପାତ୍ର) : ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘ ଆହ୍ୱାନରେ ୧୦ଦଫା ଦାବି ନେଇ ନୀଳଗିରି ପୋଷ୍ଟଅଫିସ ସମ୍ମୁଖରେ ଡାକ ସେବକ ମାନଙ୍କ ଦ୍ୱାରା ଚଳିତ ମାସ ୧୨ତାରିଖଠାରୁ ଅନିର୍ଦ୍ଦର୍ିଷ୍ଟ କାଳ ପାଇଁ ଧାରଣା ଜାରି ରହିଛି । ନୀଳଗିରି ଉପଖଣ୍ଡର ବିଭିନ୍ନ ଗ୍ରାମୀଣ ଡାକଘରେ କାର୍ଯ୍ୟରତ କର୍ମଚାରୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଆନେ୍ଦାଳନକାରୀଙ୍କ ପ୍ରମୁଖ ୧୦ ଦାବି ମଧ୍ୟରେ ଗ୍ରାମୀଣ ଡାକସେବକମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ଦେଇ ୮ ଘଣ୍ଟା […]

ଓଡିଶା

ବଦଳୁଛି ଉପଡାକଘରର କାୟାକଳ୍ପ

କୋରାପୁଟ (ସୁନୀଲ ଦାଶ): ଉପଡାକଘରର ବଦଳିଲା କାୟା । ଏଣିକି ସୁସ୍ଥ ପରିବେଶରେ ଲୋକଙ୍କୁ ସେବା ଯୋଗାଇବ ପୋଷ୍ଟାଲ ସର୍ଭିସ୍ । କୋରାପୁଟ ଜିଲ୍ଲାରେ ଦୀର୍ଘ ୫୦ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଉପ-ଡାକଘରଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ଆଉ ଏଠାରେ ବିପଦଶଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଥିଲେ ଡାକ କର୍ମଚାରୀ । ବର୍ତ୍ତମାନ କିନ୍ତୁ ସ୍ଥିତି ବଦଳିଛି । କେନ୍ଦ୍ର ସରକାର ପୋଷ୍ଟାଲ ସର୍ଭିସର ଡିଜିଟାଲାଇଜେସନ୍ କରିବା ପରେ ମଧ୍ୟ ଅଫିସ ଗୃହଗୁଡିକ ଶୋଚନୀୟ […]