ଓଡିଶା

ଅମୃତ ଭାରତ ଯୋଜନାରେ ୫୦୮ଟି ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଜଟଣୀ : ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ତଥା ସେବା ଯୋଗାଇବା ପାଇଁ ସାରା ଦେଶରେ ରେଳ ଷ୍ଟେସନ ଭିତ୍ତିଭୂମିକୁ ଆଧୁନିକରଣ ତଥା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅନ୍ତର୍ଗତ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେସନର ନବୀକରଣ ସହ ଆଧୁନିକରଣ ପାଇଁ ଯୋଜନା କରାଯାଇଛି । ଏହି ଯୋଜନାରେ ଓଡିଶାର ୫୭ଟି ଷ୍ଟେସନ ରହିଥିବା ବେଳେ ଖୋର୍ଦ୍ଧାରୋଡ଼ […]

ଓଡିଶା

ଚାରିଆଡେ ଏବେ ମାଣ୍ଡିଆ କ୍ରେଜ୍…

ବେଗୁନିଆପଡା : ମାଣ୍ଡିଆ ଏବେ ନିତିଦିନିଆ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଣ୍ଡିଆର ଚାହିଦା । ମାଣ୍ଡିଆରୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ବାବଲମ୍ବୀ ହେବା ସହିତ ମାଣ୍ଡିଆକୁ ପ୍ରଦାନ କରିଛନ୍ତି ଏକ ନୂଆ ଟ୍ବିଷ୍ଟ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବତନ୍ତ୍ର ପରିଚୟ ଦେଇଛି ମାଣ୍ଡିଆ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମଥର ପାଇଁ ମିଲେଟ ମିଶନକୁ […]

ଓଡିଶା ଦେଶ ବିଦେଶ

କମିବ ଟମାଟ ଦର । କେବେଠୁ କମିବ ପଢନ୍ତୁ…

ନୂଆଦିଲ୍ଲୀ : କମିବ ଟମାଟୋ ଦର । ଦେଶରେ ଟମାଟୋ ଦରରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ (ନେଫେଡ) ଓ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ(ଏନ୍‌ସିସିଏଫ୍)କୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଚାଷୀଙ୍କଠାରୁ ଟମାଟୋ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ […]

ଓଡିଶା

କାଲି ଟ୍ରାକରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ : ଆସନ୍ତାକାଲିଠାରୁ ଅର୍ଥାତ୍ ଚଳିତ ମେ ମାସ ୧୮ରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିଲାଗି ପୁରୀ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ରେଳ ଟ୍ରାକକୁ ରଙ୍ଗ କରାଯାଉଛି । ବନ୍ଦେ ଭାରତ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର […]