କ୍ରୀଡା

ନିଉଜିଲାଣ୍ଡ୍‌କୁ ପରାସ୍ତ କରି ରେକର୍ଡ କଲା ଭାରତ

ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଘଟଣା।ମାତ୍ର ୬୨ ରନ୍‌ କରି ପାଭିଲିୟନ୍‌କୁ ଫେରିଯାଇଥିବା ନିଉଜିଲାଣ୍ଡ୍‌ ଦ୍ବିତୀୟ ଇଂନିଙ୍ଗ୍‌ସ୍‌ରେ ୧୬୭ ରନ୍‌ କରିବାକୁ ସମର୍ଥ ହୋଇଥିଲାଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ‌ଆଜି ଶେଷ ହୋଇଥିବା ‌ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତ ଆଉ କିଛି ରେକର୍ଡ ମଧ୍ୟ କରିଛି। ସ୍ବଦେଶରେ ଆୟୋଜିତ ଟେଷ୍ଟ୍‌ ମ୍ୟାଚ୍‌ରେ ଏହା ହେଉଛି ଭାରତର କ୍ରମାଗତ ୧୪ଶ ଟେଷ୍ଟ୍‌ ସିରିଜ୍‌ ବିଜୟ। ଏହାଛଡ଼ା, ସ୍ବଦେଶରେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଖେଳାଯାଇଥିବା ୧୧ଟି ଟେଷ୍ଟ୍‌ ସିରିଜ୍‌ର ପ୍ରତ୍ୟେକ ଖେଳରେ […]