କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମହାସଂଗ୍ରାମ
କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମହାସଂଗ୍ରାମ । ବିଶ୍ୱକପ୍ ଦିନିକିଆ ଇତିହାସରେ ଭାରତ ଆଜିଯାଏଁ କେବେ ବି ପାକିସନ୍ତାନଠାରୁ ହାରିନାହିଁ । ରେକର୍ଡ ଏବେ ରହିଛି ୭-୦ । ତେଣୁ ଏହି ବିଜୟ ଧାରା ଜାରି ରଖିବାକୁ ମଇଦାନକୁ ଓହ୍ଲାଇଛନ୍ତି ରୋହିତ ବାହିନୀ । ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଟିମ୍ । 1ଲକ୍ଷ 32 ହଜାର ଦର୍ଶକଙ୍କ କୋଳାହଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହେଉଛି […]