ଓଡିଶା

ଆଇଏମ୍ଆଇର ଏକାଦଶ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ)ର ଏକାଦଶ ଦୀକ୍ଷାନ୍ତ ସମାରୋହ ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୧-୨୩ ବ୍ୟାଚର ମୋଟ ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି […]

ଓଡିଶା

ଆଇଏମ୍ଆଇର ମ୍ୟାନେଜମେଂଟ୍ କନକ୍ଲେଭ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବ ଉନ୍ନତ ଜ୍ଞାନ…

ଭୁବନେଶ୍ୱର : ଇଂଟରନ୍ୟାସନାଲ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ପକ୍ଷରୁ ଏହାର ମ୍ୟାନେଜମେଂଟ୍ କନକ୍ଲେଭ ଆୟୋଜିତ ହୋଇଯାଇଛି । ଦୁଇ ଦିନବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ୍, କର୍ପୋରେଟ୍ ଜଗତର ବିଶିଷ୍ଟ ବ୍ୟକ୍ତି, ଆଇଏମ୍ଆଇ ଭୁବନେଶ୍ୱର ପ୍ରଶାସନିକ ବୋର୍ଡ ଏବଂ ଶିକ୍ଷାର୍ଥୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ବ୍ୟବସାୟୀଙ୍କ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଶେଷ କରି ମାର୍କେଟିଂ, ଆନାଲିଟିକ୍ସ, ଫାଇନାନ୍ସ, ମାନବ ସମ୍ବଳ ଏବଂ ବ୍ୟବସାୟିକ ଅପେରସନ୍ ବିଷୟବସ୍ତୁ […]

ଓଡିଶା ଯ଼ୋଗାଯ଼ୋଗ

ଛାତ୍ରଛାତ୍ରୀଙ୍କୁ ସଫଳ ଉଦ୍ୟୋଗୀ କରାଇବ IMI ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ବାଣିଜ୍ୟିକ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ୱରସ୍ଥିତ IMI ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ବାଣିଜ୍ୟଭିତ୍ତିକ ଅନୁଭବ ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ IMI ପରିସରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସିର ଶୁଭ ଉଦ୍ଘାଟନ ହୋଇଯାଇଛି । ଭାରତର ପ୍ରମୁଖ ସଂସ୍ଥା ଗ୍ରାଣ୍ଟ ଥ୍ରୋନଟନ ଭାରତ LLP ସହ ଅନୁବନ୍ଧିତ ହୋଇ IMI ତାର ଛାତ୍ରଛାତ୍ରୀଙ୍କୁ କୁଶଳୀ ତଥା ଉଦ୍ୟୋଗୀ ହେବା ଇଚ୍ଛାକୁ […]