ସେପଟେ ବାତ୍ୟା ଏପଟେ ଅସହ୍ୟ ତାତି । ଦିଗ ବଦଳାଉଛି ବାତ୍ୟା ‘ମୋଚା’
ବଙ୍ଗୋପସାଗରରେ ସକ୍ରିୟ ଅବପାତ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ । କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୨ ତାରିଖ ଆଡକୁ ବାତ୍ୟା ଦିଗ ବଦଳାଇ ଉତ୍ତର ଓ […]