ଦେଶ ବିଦେଶ

ପାଣିରେ ଭାସୁଛି ଉତ୍ତର ଭାରତ, କିନ୍ତୁ ନିଶ୍ଚଳ ହୋଇ ଛିଡା ହୋଇଛି ୩୦୦ ବର୍ଷ ପୁରୁଣା ଶୈବ ମନ୍ଦିର…

ନୂଆଦିଲ୍ଲୀ : ପାଣିରେ ଭାସୁଛି ଉତ୍ତର ଭାରତ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକୃତି ତାର କରାଳ ରୂପ ଦେଖାଉଛି । ବନ୍ୟାରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ହିମାଚଳ ଓ ଉତ୍ତରାଖଣ୍ଡରେ ଭୀଷଣ ବନ୍ୟାରେ ବ୍ରିଜ ଭାସିଯାଇଛି । ଏପରିକି […]