ଓଡିଶା

ଆଇଆଇଏମ୍ ସମ୍ବଲପୁର ସହ ଏମ୍ଓୟୁ ସ୍ୱାକ୍ଷର କରିଛି ଆଇଜି ଡ୍ରୋନ୍ସ…

ଭୁବନେଶ୍ୱର : ଭାରତର ଅଗ୍ରଣୀ ଡ୍ରୋନ୍ ଟେକ୍ ଓ ଆନାଲିଟିକ୍ସ କମ୍ପାନୀ ଆଇଜି ଡ୍ରୋନ୍ସ ପକ୍ଷରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ (ଆଇଆଇଏମ୍) ସମ୍ବଲପୁର ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ବ୍ୟବସାୟିକ ବିଶ୍ଳେଷଣ, ପରିଚାଳନା ରଣନୀତି ଓ ସାର୍ବଜନିନ ନୀତିରେ ଡ୍ରୋନ୍ ଟେକ୍ନୋଲୋଜିର ଅତ୍ୟାଧୁନିକ ପ୍ରୟୋଗ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ହେଉଛି ଏହି ଚୁକ୍ତିର ଉଦେ୍ଦଶ୍ୟ । ଏହି ଚୁକ୍ତିକୁ ଆଇଆଇଏମ୍ ସମ୍ବଲପୁରରେ ଶିକ୍ଷା ମନ୍ତ୍ରଣାଳୟ ସମର୍ଥନରେ ଆୟୋଜିତ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ […]