ଓଡିଶା

ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ୍ କଲା ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଲୁଟେରା ଏବେ ଜେଲର ଚାରି କାନ୍ଥରେ ବନ୍ଦ

ପୂର୍ବତନ ସେନା କର୍ମଚାରୀଙ୍କ ମୁଣ୍ଡକୁ ଆଘାତ କରି ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ୍ କରିଛି କୋଦଳା ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ । କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଘଟଣାର ଅନୁସନ୍ଧାନ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଉଭୟଙ୍କୁ ୬୪୬/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ । ଅପରପକ୍ଷେ ଫେରାର୍ […]

ଓଡିଶା

ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ନିୟୋଜିତ: ଥାନାବାବୁ

କୋଦଳା ଥାନା ଅନ୍ତର୍ଗତ ନାଇକାଣିପଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ମିଥୁନ ଖୁଣ୍ଟିଆଙ୍କ ସଭାପତିତ୍ୱରେ କୋଦଳା ପୋଲିସର “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ଥାନାରେ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ସମସ୍ତ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବା ସହିତ, “ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ନିୟୋଜିତ ବୋଲି ଉଦବୋଧନ ଦେଇଥିଲେ” । ଏପରିକି ଗ୍ରାମବାସୀଙ୍କୁ ବିଭିନ୍ନ ଦିଗପ୍ରତି ସଚେତନ […]