ଓଡିଶା

ପୋଲିସ ବି ହୋଇପାରେ ଜନତାଙ୍କ ଦରଦୀ ବନ୍ଧୁ !

କୋଟପାଡ଼ : ଥାନା ଅଧିକାରୀ ହେବ ତ ଏମିତି । ଥାନା ବାବୁଙ୍କ ଅନ୍ୟତ୍ର ବଦଳି ହେବା ଖବର ଶୁଣି ତାଙ୍କ ପାଖକୁ ଧାଇଁ ଆସିଛନ୍ତି ଅଞ୍ଚଳବାସୀ । ଥାନାବାବୁଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ଏ ହେଉଛନ୍ତି ଥାନା ଅଧିକାରୀ ସେସଦେବ ବେହେରା । କୋରାପୁଟ ଜିଲ୍ଲା କୋଟପାଡ଼ ଥାନାରେ ଦୀର୍ଘ ତିନି ବର୍ଷ ହେବ ସେ ସେବା ଯୋଗେଇ ଆସୁଥିଲେ । ମାତ୍ର ତିନି ବର୍ଷର […]