ଚିନ୍ତାମୁକ୍ତ ବାର୍ତ୍ତାଳାପରେ ଅଂଶଗ୍ରହଣ କରିବେ ଯୁବଗୋଷ୍ଠୀ
ଭୁବନେଶ୍ବର : ଓଡିଶାରେ ପ୍ରଥମଥର ପାଇଁ ରାଜନୈତିକ ପ୍ରକ୍ରିୟାରେ ଯୁବ ଯୋଗଦାନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଇକନିକ୍ ଟ୍ରାନ୍ସଫରମେସନ୍ ପକ୍ଷରୁ ଯୁବ ଆସେମ୍ବଲି ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହା ଏକ ନିଆରା ଘଟଣା ଯାହାକି ଯୁବକମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ଜଡିତ ହେବା ଏବଂ ବିଧାନସଭା ପ୍ରକ୍ରିୟା ବିଷୟରେ ବୁଝାଇବା ପାଇଁ ପ୍ଲାଟଫର୍ମ ଯୋଗାଇବ । ଭୁବନେଶ୍ବରରେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ପର୍ଯ୍ୟନ୍ତ ୟୁଥ୍ ଫର୍ ନେସନର ସହଭାଗିତାରେ ଏ […]