ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ସଂଯୋଗ କରିଛି ଗ୍ଲୋବାଲ ଏଜୁକେସନ ଏକ୍ସପୋ ଆଣ୍ଡ କନକ୍ଲେଭ
ଭୁବନେଶ୍ବର : ଆଇସିସି ଗ୍ଲୋବାଲ୍ ଏଜୁକେସନ୍ ଏକ୍ସପୋ ଆଣ୍ଡ କନକ୍ଲେଭ ହୋଟେଲ ସ୍ବସ୍ତି ପ୍ରିମମିୟମରେ ଅନୁଷ୍ଠିତ ହୋଇଯାଇଛି । ଆଫାୟର୍ସ ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ସଂଯୋଗ ହେବା ସହିତ ସେମାନଙ୍କର ଅନନ୍ୟ ଶିକ୍ଷାଗତ ସୁଯୋଗ ପ୍ରଦର୍ଶନ କରିବା ଏବଂ ଅନୁଷ୍ଠାନଗୁଡିକ ପାଇଁ ଏକ ବ୍ୟାପକ ପ୍ଲାଟଫର୍ମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଇସିସି […]