ଓଡିଶା ବ୍ୟବସାୟ

ସବୁଜ ଶକ୍ତିର ସାଉଦି ଆରବ ହେବାକୁ ଚାହୁଁଛି ଓଡ଼ିଶା: ହେମନ୍ତ ଶର୍ମା

ଭୁବନେଶ୍ୱର : ସିଆଇଆଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩ ଆୟୋଜିତ ହୋଇଯାଇଛି । ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ବ୍ୟବସାୟିକ ସଫଳତା ଉପରେ ଦୃଷ୍ଟି ଦେବାକୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି । ପ୍ରକଳ୍ପରେ ଜଡ଼ିତ ସବୁ ପକ୍ଷ ଯଦି କୌଣସି ଆୟ କରିବେ ନାହିଁ ତେବେ ଦୀର୍ଘମିଆଦୀ ଭିତିରେ ତାହା ସଫଳ ହୋଇପାରିବନି । ସମସ୍ତଙ୍କୁ ପ୍ରକଳ୍ପର ମୂଲ୍ୟ […]