ମାନବାଧିକାର ମିସନର ବାର୍ଷିକ ଉତ୍ସବରେ ଅଙ୍ଗନୱାଡ଼ି ଛାତ୍ରଛାତ୍ରୀଙ୍କୁ ସିଲଟ୍ ଏବଂ ଖଡ଼ି ବଂଟନ…
କନ୍ଧମାଳ, ୧୧/୧୨ (କୁନା ଦିଗାଲ) : ମାନବାଧିକାର ମିସନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଶ୍ରୀମତୀ ଆରତୀ ମଙ୍ଗରାଜ, ଉପ ସଭାପତି ଶ୍ରୀ ଜଳନ୍ଧର ବେହେରାଙ୍କ ନିଦେ୍ର୍ଦଶନାରେ ମାନବାଧିକାର ଚେୟାରପର୍ସନଙ୍କ ନିଷ୍ପତିକ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମାନବାଧିକାର ଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଜାମୁଝରି ବଙ୍ଗଳା ସାହିସ୍ଥିତ ଅଙ୍ଗନୱାଡ଼ି କର୍ମୀ ରଶ୍ମିନି ମଲ୍ଲିକ ଏବଂ ସରପଂଚ ଲଳିତା କହଁରଙ୍କ ନେତୃତ୍ୱରେ ୭୬ତମ ମାନବଧିକାର ଦିବସ ପାଳିତ […]