ଓଡିଶା ବ୍ୟବସାୟ ଯ଼ୋଗାଯ଼ୋଗ

ଡେଲଟା ଛକ ନିକଟରେ “ଏଚପି ସ୍କୋୟାର” ଆରମ୍ଭ କରିବାକୁ ଯାଉଛି ନୂତନ ବିଳାସପୂର୍ଣ୍ଣ ସେଗମେଣ୍ଟ ଆବାସକ ତଥା ବାଣିଜ୍ୟକ ପ୍ରକଳ୍ପ…

ଭୁବନେଶ୍ୱର : ହର୍ଷପ୍ରିୟା ଗ୍ରୁପ୍, ଇନୋଭେସନ୍ ଏବଂ ଗୁଣବତ୍ତା ବିଳାସପୂର୍ଣ୍ଣ ପ୍ରକଳ୍ପର ଏକ ଉଦାହରଣ । ଦୀର୍ଘ ୩୨ ବର୍ଷ ଧରି ଓଡିଶା ରିଏଲ୍ ଇଷ୍ଟେଟ୍ ଇଣ୍ଡଷ୍ଟ୍ରିର ଏକ ଅଗ୍ରଣୀ ସଂସ୍ଥା । କମ୍ପାନୀ ଫରେଷ୍ଟ ପାର୍କ ଡେଲଟା ଛକ ନିକଟରେ ଏହାର ନୂତନ ବିଳାସପୂର୍ଣ୍ଣ ସେଗମେଣ୍ଟ ଆବାସିକ ତଥା ବାଣିଜ୍ୟକ ପ୍ରକଳ୍ପ “ଏଚପି ସ୍କୋୟାର” ଆରମ୍ଭ କରିବାକୁ ଘୋଷଣା କରିଛି ।ଏହି ଅବସରରେ ହର୍ଷପ୍ରିୟା ଗ୍ରୁପର ଏମ୍ ଡି ଚେତନ କୁମାର ଟେକରିୱାଲ କହିଛନ୍ତି, ୧୯୯୧ […]