ଓଡିଶା

ଜେଲ୍ ଜମାଦାରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା…

କନ୍ଧମାଳ, (ଏଫ୍ଟୁଏସ୍) : ଜେଲ୍ ଜମାଦାରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା । ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ସୁଲପାଣି ସାହାଣୀଙ୍କ ବାପା ଶ୍ରୀ ବସନ୍ତ କୁମାର ସାହାଣୀ ଜେଲ୍ ଜମାଦାର୍ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଶାରୀରିକ ସମସ୍ୟାରେ ଜୁଝୁଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା । ଏ ନେଇ ଖବର ମିଳିବା ପରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ […]

ଓଡିଶା

ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ…

କନ୍ଧମାଳ, ୩୧/୦୫ : ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ମୃଖ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କନେଷ୍ଟବଳ ହୋମଗାର୍ଡ ଅଫିସର ସମୁଦାୟ ୬ ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମୃତୟନ କରାଯାଇଛି । ଟାଣ ଖରାକୁ ଖାତିର୍ ନକରି କନ୍ଧମାଳ ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନେ ଜଗତସିଂହପୁର ଜିଲ୍ଲାରେ ପୋଲିଂ ପାର୍ଟି ସହିତ ଜଡ଼ିତ […]

ଓଡିଶା

ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଥାନା ଅଧିକାରୀ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି…

କନ୍ଧମାଳ, ୨୭/୦୫ : ପୋଲିସ ଉପରେ ଦାଉ ସାଧୁଛି ପୋଲିସ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଇଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଛି । ଏପରିକି ଥାନା ଅଧିକାରୀ ଜଣକ ମିଥ୍ୟା କେସ ଲଗାଇ ହୋମଗାର୍ଡ ସରୋଜଙ୍କୁ ଜେଲରେ ପୁରାଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ହୋମଗାର୍ଡ ସରୋଜ କୁମାର ବେହେରାଙ୍କୁ […]

ଓଡିଶା

ହୋମଗାର୍ଡଙ୍କୁ ଅଣଦେଖା କରୁଛନ୍ତି ଓଡିଶା ସରକାର…

ତେଲେଙ୍ଗାନା, ୧/୧୨ : ଓଡ଼ିଶାର କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ବାଲେଶ୍ୱର ଏପରିକି ବିଭିନ୍ନ ଜିଲ୍ଲାରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ହୋମଗାର୍ଡ କର୍ମଚାରୀମାନଙ୍କୁ ତେଲେଙ୍ଗାନା ଇଲେକ୍ସନ ଡ୍ୟୁଟିରେ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଥିବା କହିଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତା । ଓଡ଼ିଶାର ହୋମଗାର୍ଡ କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟରେ ଇଲେକ୍ସନ ଡ୍ୟୁଟିରେ ମୁତୟନ କରାଯାଉଛି କିନ୍ତୁ ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଓଡ଼ିଶା ସରକାର […]