ଜେଲ୍ ଜମାଦାରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା…
କନ୍ଧମାଳ, (ଏଫ୍ଟୁଏସ୍) : ଜେଲ୍ ଜମାଦାରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା । ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ସୁଲପାଣି ସାହାଣୀଙ୍କ ବାପା ଶ୍ରୀ ବସନ୍ତ କୁମାର ସାହାଣୀ ଜେଲ୍ ଜମାଦାର୍ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଶାରୀରିକ ସମସ୍ୟାରେ ଜୁଝୁଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା । ଏ ନେଇ ଖବର ମିଳିବା ପରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ […]