ଓଡିଶା ଯ଼ୋଗାଯ଼ୋଗ

ଘରେ ରହି ବିଭିନ୍ନ ପ୍ରକାରର ସର୍ଭିସ୍ ସୁବିଧା ଉପଭୋଗ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ଏମ୍.ଟି.ଏ ସହିତ…

ଭୁବନେଶ୍ବର: ହାଉସ କିପିଂଠାରୁ ଆରମ୍ଭ କରି କରପୋରେଟ୍ ସର୍ଭିସ୍, ସିକ୍ୟୁଟିରି ସର୍ଭିସ୍, ହୋମ୍ ସର୍ଭିସ୍, ଏପରିକି ମେଡିକାଲ କେୟାର ସର୍ଭିସ୍ ଭଳି ସେବା ଯୋଗାଉଛି ଏମ୍.ଟି.ଏ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ । ସୁଲଭ ମୂଲ୍ୟରେ ଏବି ସେବା ପ୍ରଦାନ କରୁଛନ୍ତି ଏମ୍.ଟି.ଏର ନିର୍ଦ୍ଦେଶକ ତପନ କୁମାର ସାହୁ । ବର୍ତ୍ତମାନ ସମୟରେ ଥିବା ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି ତପନ ଏବି ସର୍ଭିସ୍ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି । ଏପରିକି ଯଦି କୌଣସି ବ୍ୟକ୍ତିଙ୍କ […]