ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ
ସାଲେପୁର (ଅଭୟ ଜେନା): ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ । ଅନ୍ୟୁନ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବୃକ୍ଷର ଚଉଡା ପ୍ରାୟ ୧୦ ଫୁଟ । ଏହି ତୁଳସୀ ଗଛଟି ସାଧାରଣ ତୁଳସୀ ଗଛ ପରି ହୋଇନଥିବା ବେଳେ ପତ୍ରରେ ତୁଳସୀର ନୈସର୍ଗିକ ବାସ୍ନା ଅନୁଭୂତ ହୁଏ ନାହିଁ । ସାଧରଣରେ ଆଲୋଚନା ହୁଏ ଯେ, ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି […]